ଆପଣ ଜାଣିଛନ୍ତି କି, ଦୈନନ୍ଦିନ ଜୀବନଶୈଳୀରେ ଆମେ ଯଦି ନିହାତି ଛୋଟ ଛୋଟ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ତା’ହେଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ…
ଖାଇବା ସମୟରେ ଲୁଣ କମ୍ ହେଲେ କଳା ଲୁଣ ଓ ରାଗ କମ୍ ହେଲେ କଳା ଲଙ୍କା ବ୍ୟବହାର କରନ୍ତୁ।
– ଖାଇବା ପୂର୍ବରୁ ଲବଙ୍ଗ ଖାଆନ୍ତୁ।
– ଶନିବାର ଓ ମଙ୍ଗଳବାର ରାଗନ୍ତୁ ନାହିଁ।
– ଖାଇବା ସମୟରେ କଥା କୁହନ୍ତୁ ନାହିଁ।
– ପ୍ରତ୍ୟେକ ଶନିବାର ଶୋଇବା ସମୟରେ ଶରୀର ଓ ନଖରେ ତେଲ ମାଲିସ୍ କରନ୍ତୁ।
– ମାଛ, ମାଂସ ଖାଆନ୍ତୁ ନାହିଁ କି ମଦ ଆଦି ପିଅନ୍ତୁ ନାହିଁ।