ଆବଶ୍ୟକୀୟ ସାମଗ୍ରୀ
- ମସରୁମ ବା ଛତୁ(ଛୋଟ ଖଣ୍ଡରେ କଟାଯାଇଥିବା)
- ପିଆଜ,
- କଞ୍ଚା ଲଙ୍କା
- ଜିରା ପାଉଡର
- ହଳଦୀ ପାଉଡର
- କଳା ମରିଚ ପାଉଡର
- ଗରମ ମସଲା
- ତେଲ
ପ୍ରସ୍ତୁତି ବିଧି
ପ୍ରଥମେ ମସରୁମକ ସିଝାଇ ଦିଅନ୍ତୁ ।ପ୍ୟାନରେ ତେଲ ଗରମ କରନ୍ତୁ ଓ ଏଥିରେ କଞ୍ଚା ଲଙ୍କା ପକାନ୍ତୁ ।ଏବେ ପିଆଜ ପକାଇ ସୁନେଲି ରଂଗ ହେବା ଯ।ଏ ଭାଜନ୍ତୁ ।ଏବେ ଏଥିରେ ମସୁମ୍ ପକାନ୍ତୁ ଓ ଏଥିରେ ଜିରା ପାଉଡର , କଳା ମରିଚ ପାଉଡର, ଗରମ ମସାଲା ଓ ଲୁଣ ମିଶାନ୍ତୁ ।ଏବେ ମସରୁମକୁ ଭଲ ଭାବେ ଫ୍ରାଏ କରି ଦିଅନ୍ତୁ, ଯେତେବେଳେ ତେଲ ଛାଡିଦେବ ଗ୍ୟାସ ବନ୍ଦ କରି ଦିଅନ୍ତୁ ।