ଆସନ୍ତୁ ଜାଣିବା ପ୍ରୋଟିନ ଅଭାବ କେଉଁ ଲକ୍ଷଣରୁ ଦେଖାଯାଏ ।

Share this :

ପ୍ରୋଟିନ କେବଳ ଆମ ମାଂସପେଶୀକୁ ମଜବୁତ ବନାଏନାହିଁ , ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରେ । ପ୍ରୋଟିନ ଆଣ୍ଟିବଡିଜ୍ ବନାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଯାହା ଇନଫେକ୍ସନ ଏବଂ ରୋଗରୁ ଲଢିବା ପାଇଁ କାମ କରିଥାଏ । ତେବେ ଶରୀରେ ଅନେକ ଲକ୍ଷଣ ଅଛି ଯାହା ସୂଚୀତ କରିଥାଏ ଯେ, ଶରୀରରେ ପ୍ରୋଟିନ କମ ରହିଛି । ଯାହାକୁ ବୁଝିବା ଅତ୍ୟନ୍ତ ଆବଶ୍ୟକ ।ଶରୀରର ପ୍ରୋଟିନ୍‌ ଅଭାବ ଥିଲେ ଏମିତି ସଂକେତ ଦେଖାଦିଏ, ଜାଣନ୍ତୁ ଆମ ଶରୀର ପାଇଁ ଦୈନିକ କେତେ ପ୍ରୋଟିନ ଆବଶ୍ୟକ – Odisha Bhaskar

ପ୍ରୋଟିନ ଏକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଟେ ଯାହା ଏସିଡ୍ ସହ ମିଶି ବନିଥାଏ । ଶରୀରକୁ ସୁଚାରୁ ରୂପରେ ଚଳାଇବା ପାଇଁ ବହୁ ପରିମାଣର ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ । ପ୍ରୋଟିନ ତା ମଧ୍ୟରୁ ଅନ୍ୟତମ ଅଟେ । କୁହାଯାଏ ଯେ, ଏକ ବୟଷ୍କ ବ୍ୟକ୍ତିଙ୍କୁ ପ୍ରତିଦିନ ନିଜ ଶରୀର ପାଇଁ ୮ଗ୍ରାମ ପ୍ରୋଟିନ ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ପ୍ରୋଟିନ ଅଭାବ କେଉଁ ଲକ୍ଷଣରୁ ଦେଖାଯାଏ ।

-ପ୍ରୋଟିନ ଅଭାବ ହେଲେ ଦୁର୍ବଳ, ଥକାପଣ ଏବଂ ମାଂଶପେଶୀ କଷ୍ଟର ସାମ୍ନା କରିବାକୁ ପଡିଥାଏ । ଏହା ଏଥିପାଇଁ କାରଣ ଯେତେବେଳେ ଶରୀରରେ ପ୍ରୋଟିନର ମାତ୍ରା କମ ହୋଇଥାଏ ସେତେବେଳେ ଶରୀରରେ କଙ୍କାଳର ମାଂସପେଶୀର ଆବଶ୍ୟକ ପୁରା କରିଥାଏ । ସମୟ ସହିତ ଏଥିରେ ମାଂସପେଶୀର କ୍ଷତି ପହଁଚାଇବା ଆରମ୍ଭ ହୋଇଥାଏ । ଯେଉଁଥିପାଇଁ ଧିରେଧିରେ ଶରୀରର ଶକ୍ତି କମ ହେବାରେ ଲାଗିଥାଏ ଏବଂ ମେଟାବଲିଜିମ ମଧ୍ୟ ସ୍ଲୋ ହୋଇଯାଏ । ସେଥିପାଇଁ ଦୁର୍ବଳ ଏବଂ ଥକାପଣର ସାମ୍ନା କରିବାକୁ ପଡିଥାଏ ।

Share this :

Leave a Reply

Your email address will not be published. Required fields are marked *