ଆଜି ହିଁ ଘରେ ବନାନ୍ତୁ ମସରୁମ ଫ୍ରାଏ କମ୍‌ ସମୟରେ କରିପାରିବେ ଏହାକୁ ପ୍ରସ୍ତୁତ

Share this :

ଆବଶ୍ୟକୀୟ ସାମଗ୍ରୀ 

  • ମସରୁମ ବା ଛତୁ(ଛୋଟ ଖଣ୍ଡରେ କଟାଯାଇଥିବା)
  • ପିଆଜ,
  • କଞ୍ଚା ଲଙ୍କା
  • ଜିରା ପାଉଡର
  • ହଳଦୀ ପାଉଡର
  • କଳା ମରିଚ ପାଉଡର
  • ଗରମ ମସଲା
  • ତେଲ

Mushroom Pepper Fry (South Indian style) - My Food Story

ପ୍ରସ୍ତୁତି ବିଧି

ପ୍ରଥମେ ମସରୁମକ ସିଝାଇ ଦିଅନ୍ତୁ ।ପ୍ୟାନରେ ତେଲ ଗରମ କରନ୍ତୁ ଓ ଏଥିରେ କଞ୍ଚା ଲଙ୍କା ପକାନ୍ତୁ ।ଏବେ ପିଆଜ ପକାଇ ସୁନେଲି ରଂଗ ହେବା ଯ।ଏ ଭାଜନ୍ତୁ ।ଏବେ ଏଥିରେ ମସୁମ୍‌ ପକାନ୍ତୁ ଓ ଏଥିରେ ଜିରା ପାଉଡର , କଳା ମରିଚ ପାଉଡର, ଗରମ ମସାଲା ଓ ଲୁଣ ମିଶାନ୍ତୁ ।ଏବେ ମସରୁମକୁ ଭଲ ଭାବେ ଫ୍ରାଏ କରି ଦିଅନ୍ତୁ, ଯେତେବେଳେ ତେଲ ଛାଡିଦେବ ଗ୍ୟାସ ବନ୍ଦ କରି ଦିଅନ୍ତୁ ।

Share this :

Leave a Reply

Your email address will not be published. Required fields are marked *