ଘଡି ସନ୍ଧି ମୁହୂର୍ତ୍ତରେ ବଡ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର । ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ବଡ…
Blog
ରାଜ୍ୟରେ ମାର୍ଚ୍ଚ ମାସରୁ ସ୍ୱାଭାବିକଠାରୁ ଅଧିକ ତାତି ପରିଲକ୍ଷିତ ହେବ
ଭୁବନେଶ୍ବର: ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୩ରୁ ୫ ଡିଗ୍ରି ଯାଏଁ ବଢ଼ିବାର ସମ୍ଭାବନା ରହିଛି।…
ଭିସୁଟ ଛାତ୍ରୀ ମୃତ୍ୟୁକୁ ନେଇ ବଢ଼ିଲା ସସପେନ୍ସ: ଝିଅକୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ
ଗତକାଲି ପିସି ବ୍ରିଜରୁ ଡେଇଁ ପଡିଥିବା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ଝିଅର ମୃତଦେହ…
ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି
ଲୋକପ୍ରିୟ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି…
କୋଲକାତାରେ ଶ୍ବାସକ୍ରିୟା ସଂକ୍ରମଣ: ଦିନକରେ ୫ ଶିଶୁଙ୍କ ମୃତ୍ୟୁ
କୋଲକାତା: ଆକ୍ୟୁଟ ରେସପିରେଟୋରି ଇନଫେକସନ୍ ( ଏଆର୍ଆଇ) ତଥା ଶ୍ବାସନଳୀ ସଂକ୍ରମଣ ପାଇଁ କୋଲକାତାରେ ଗୋଟିଏ ଦିନରେ ୫ ଶିଶୁଙ୍କ ମୃତ୍ୟୁ…
ଆଜି ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି
୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ଗୁଡ଼ିକର ଗଣନା ଆଜି ସକାଳ…
ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ
ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ…
ଚିକେନ ହଙ୍କକଙ୍ଗ
ଆବଶ୍ୟକ ସାମଗ୍ରୀ: ବୋନଲେସ୍ ଚିକେନ, ଚିକେନ ଷ୍ଟକ, ଲୁଣ, ଗୋଳମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ରିଫାଇନ , ସ୍ପ୍ରିଙ୍ଗ ଓନିଅନ, ଶୁଖିଲା ଲଙ୍କା, ରେଡ ଚିଲି ସସ୍, ସୋୟା ସସ୍, ପିଆଜ, ଭିନେଗାର, ଅଣ୍ଡା । ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ବୋନଲେନସ ଚିକେନ ନେଇ ସେଥିରେ ଲୁଣ, ଗୋଳମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ଏକ ଅଣ୍ଡା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ। ଏହାପରେ ଏକ କରେଇରେ ତେଲ ଗରମ କରି ଏହାକୁ ଫ୍ରାଏ କରନ୍ତୁ। ସେଥିରେ ସ୍ପ୍ରିଙ୍ଗ ଓନିଅନ, ଶୁଖିଲା ଲଙ୍କା ପକାନ୍ତୁ । ଏହାପରେ ସେଥିରେ ଚିଲି ସସ୍, ସୋୟା ସସ୍, ପିଆଜ, ଫ୍ରାଏଡ ଚିକେନ, ଲୁଣ, ଗୋଲମରିଚ ଗୁଣ୍ଡ, ଭିନେଗାର ପକାଇ ଭଲ ଭାବେ ଗୋଳାନ୍ତୁ । କର୍ଣ୍ଣଫ୍ଲୋରରେ କିଛି ପାଣି ମିଶାଇ ଏହାକୁ ଚିକେନରେ ପକାନ୍ତୁ। ଏହାପରେ ସ୍ପ୍ରିଙ୍ଗ ଓନିଅନ ପକାଇ ଦିଅନ୍ତି। ଏବେ ପ୍ରସ୍ତୁତ ହୋଇଗଲା ଚିକେନ ହଙ୍କକଙ୍ଗ । ଏହାକୁ ଭାତ କିମ୍ବା ରୁଟି ସହିତ ଖାଆନ୍ତୁ।
ସୌନ୍ଦର୍ଯ୍ୟ ବୃଦ୍ଧିକରେ ଗ୍ଲିସେରିନ୍
ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ…
ଭାରତର GDP ଅଭିବୃଦ୍ଧି ହାର
ମାନୁଫାକ୍ଚରିଂ (ବିନିର୍ମାଣ) କ୍ଷେତ୍ରର ଦୁର୍ବଳ ପ୍ରଦର୍ଶନ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ମୋଟ…
ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା : ମହଙ୍ଗା ହେଲା ଘରୋଇ ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ: ହୋଲି ପୂର୍ବରୁ ସାଧାରଣ ଜନତାଙ୍କୁ ଲାଗିଛି ବଡ଼ ଝଟକା । ୧୪.୨ କେଜି ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦…
ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କୁ ମନ୍ତ୍ରୀ ପାଇଁ ସୁପାରିଶ କଲେ କେଜ୍ରିୱାଲ
କେଜ୍ରିୱାଲ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ଓ ଜେଲ ବିଭାଗ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ମନ୍ତ୍ରୀପଦରୁ ଇସ୍ତଫା…
ଆସନ୍ତୁ ଜାଣିବା ପ୍ରୋଟିନ ଅଭାବ କେଉଁ ଲକ୍ଷଣରୁ ଦେଖାଯାଏ ।
ପ୍ରୋଟିନ କେବଳ ଆମ ମାଂସପେଶୀକୁ ମଜବୁତ ବନାଏନାହିଁ , ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରେ । ପ୍ରୋଟିନ ଆଣ୍ଟିବଡିଜ୍ ବନାଇବାରେ…
ସୁଟିଂ ସେଟ୍ରେ ଆହତ ହେଲେ ସାମନ୍ଥା, ଫଟୋ ସେୟାର କରି ଜଣାଇଲେ ଅଭିନେତ୍ରୀ
ଦୁର୍ଘଟଣାର ଶିକାର ହେଲେ ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ। ଫିଲ୍ମ ଶୁଟିଂ ବେଳେ ସେ ଗୁରୁତର ଆହତ ହୋଇଛନ୍ତି। ଏନେଇ…
ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍ ଅଭିନେତ୍ରୀ ଲିପ୍ସା ମିଶ୍ର
ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍ ଅଭିନେତ୍ରୀ ଲିପ୍ସା ମିଶ୍ର। ଖୁବ୍ ମସ୍ତିର ମାହୋଲ୍ ଭିତରେ ସମ୍ପନ୍ନ ହୋଇଛି ଅଭିନେତ୍ରୀ ଲିପ୍ସାଙ୍କ…
ଭାରତ ସହ ୮ ଦଳକୁ ୨୦୨୪ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଯୋଗ୍ୟତା
ଦୁବାଇ: ବାଂଲାଦେଶରେ ୨୦୨୪ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଖେଳାଯିବ। ଏଥିପାଇଁ ଭାରତ ସମେତ ୮ଟି ଦେଶ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି।୨୦୨୩…
ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ: ୧୦୯ରେ ଅଲ ଆଉଟ୍
ଇନ୍ଦୋର୍: ଆଜି ଇନ୍ଦୋରସ୍ଥିତ ହୋଲ୍କର୍ କ୍ରିକେଟ୍ ଷ୍ଟାଡିୟମ୍ରେ ଆୟୋଜିତ ‘ବର୍ଡର୍ ଗାଭାସ୍କର୍ ଟ୍ରଫି ୨୦୨୩’ର ତୃତୀୟ ଟେଷ୍ଟ୍ ମ୍ୟାଚ୍ରେ ଭାରତୀୟ ଟିମ୍…
ବିଜେପିର ପୂର୍ବତନ ଉପସଭାପତିଙ୍କୁ ଆକ୍ରମଣ
ଜଗତସିଂହପୁରରୁ ଆସିଛି ଏକ ବଡ଼ ଖବର । ଜିଲ୍ଲା ବିଜେପିର ଜଣେ ପୂର୍ବତନ ଉପସଭାପତିଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ…
ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା, ୧୧୪୫ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଥିଓରି ପରୀକ୍ଷା। ପରୀକ୍ଷା ପାଇଁ ସକାଳ…
ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଛାଡ଼ିଲେ ମନ୍ତ୍ରୀ ପଦ
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୀଷ ସିସୋଦିଆ । ଅବକାରୀ ନୀତି ଦୁର୍ନୀତି ମାମଲାରେ ରବିବାର ସିସୋଦିଆଙ୍କୁ ୮ଘଣ୍ଟାର ଜେରା…